କଟକ ସହରରେ ୬ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ:ସହାୟତା‌ ଯୋଗାଇ ଦେବେ ନୋଡାଲ ଅଫସିର

କଟକ: ମହାନଗର ନିଗମ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍‌ କେୟାର ସେଣ୍ଟର ବା ସିସିସି ଖୋଲାଯାଇଛି। ଘରେ ହେମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେବାକୁ ସୁବିଧା ନଥିବା କିମ୍ବା ଲକ୍ଷଣ ନଥିବା ଆକ୍ରାନ୍ତଙ୍କୁ ସିସିସିରେ ରହିବାକୁ କୁହାଯାଉଛି। ନିଗମ ପକ୍ଷରୁ ଏବେ ବୋସ୍‌ କମ୍ପ୍ୟୁଟର ଲ୍ୟାବ୍‌ରେ ୮୦ ଶଯ୍ୟା, ଆଇଏମ୍‌ଆଇଟିରେ ୮୦, ଏଲ୍‌ଆଣ୍ଡଟିରେ ୧୫୦ ଶଯ୍ୟା, ବୋସ୍‌ ନୂଆ ହଷ୍ଟେଲରେ ଶହେ ଓ ପୁରୁଣା ହଷ୍ଟେଲରେ ୧୫୦, … Continue reading କଟକ ସହରରେ ୬ କୋଭିଡ୍‌ କେୟାର ସେଣ୍ଟର ପ୍ରସ୍ତୁତ:ସହାୟତା‌ ଯୋଗାଇ ଦେବେ ନୋଡାଲ ଅଫସିର